top of page

ବିଶେଷ ସୂଚନା

  1. ଏହି ୱେବସାଇଟ ପାଲେଡିୟମ କନସଲ୍ଟିଂ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଦ୍ଵାରା ଡିଜାଇନ ଏବଂ ପ୍ରସ୍ତୁତ କରାଯାଇଛି। ଏହି ୱେବସାଇଟ ରେ ଦିଅ ଯାଇଥିବା ସମସ୍ତ ତଥ୍ୟ କେବଳ ସୂଚନା ପାଇଁ ପ୍ରଦାନ କରାଯାଇଛି। ଆମେ ପ୍ରତ୍ୟେକ ତଥ୍ୟକୁ ସଠିକ ରୂପେ ଉପସ୍ଥାପନ କରିବାକୁ ଚେଷ୍ଟା କରିଛୁ। ତଥାପି, ଟେଲିଫୋନ ନମ୍ବର, ପଦବୀରେ ଥିବା ଅଫିସର, ସେମାନଙ୍କ ନାମ ଆଦି ୱେବସାଇଟ ରେ ଲେଖାହେବା ଏବଂ ପରବର୍ତ୍ତୀ କାଳରେ ବଦଳି ଯାଇଥାଇପାରେ। ଏଥି ନିମନ୍ତେ କୌଣସି ଆଇନଗତ ଉତ୍ତରଦାୟିତ୍ଵ ଏହି ୱେବସାଇଟ ର ନାହିଁ।

  2. କେତେକ ଡକ୍ୟୁମେଣ୍ଟରେ ଲିଙ୍କ ଅନ୍ୟ ସାଇଟକୁ ଯାଉଛି। ସେସବୁ ସାଇଟର ସଠିକତା ପାଇଁ ଆମେ ଦାୟୀ ନୁହେଁ। ଅନ୍ୟ ସାଇଟ କୁ ଦିଆଯାଉଥିବା ଲିଙ୍କ ସେହି ସାଇଟ ର ପ୍ରଚାର ପ୍ରସାର କିମ୍ବା କୌଣସି ଉତ୍ପାଦର ପ୍ରଚାର ପାଇଁ କରାଯାଇନାହିଁ।

  3. ଏହି ସାଇଟ୍ ରେ ଥିବା ବାହ୍ୟ ଲିଙ୍କର ବୈଧତା ଏବଂ ସେଗୁଡିକରେ ଯଦି ଭାଇରସ୍ ଥାଏ, ଏଥିପାଇଁ ପାଲେଡିୟମ ଦାୟୀ ରହିବ ନାହିଁ।

  4. ସାଇଟର ଉନ୍ନତିକରଣ ପାଇଁ ଆପଣଙ୍କର ପରାମର୍ଶ ସ୍ଵାଗତଯୋଗ୍ୟ। ଆପଣଙ୍କୁ ଅନୁରୋଧ ଯଦି କୌଣସି ତ୍ରୁଟି ପରିଲକ୍ଷିତ କରନ୍ତି , ଆମକୁ ଅବଗତ କରନ୍ତୁ।

 

ଆମ ସାଇଟକୁ ଆସିଥିବାରୁ ଧନ୍ୟବାଦ

                                                                                                    ୱେବସାଇଟ ପରିଚାଳନା ଟିମ, ସ୍ୱକଳ୍ପ

bottom of page